PASSWORD KHOLIDE HEART RU TORA (Audio Version) ft. PAPU POMPOM Lyrics
- Genre:Electronic
- Year of Release:2022
Lyrics
ପାସ୍ୱାର୍ଡ ଖୋଲିଦେ ହାର୍ଟରୁ ତୋର
ଏଣ୍ଟ୍ରି କରିବି ଗୋରୀ ମନରେ ତୋର ଏ...
ପାସ୍ୱାର୍ଡ ଖୋଲିଦେ ହାର୍ଟରୁ ତୋର
ଏଣ୍ଟ୍ରି କରିବି ଗୋରୀ ମନରେ ତୋର
ଆଲୋ ମୋର ସ୍ଵିଟ ସିକ୍ସଟିନ, କର ନା ତୁ ଜମା ଆକଟିଂ
ଆଲୋ ମୋର ସ୍ଵିଟ ସିକ୍ସଟିନ, କର ନା ତୁ ଜମା ଆକଟିଂ
ପ୍ରେମ ବାଇକିରେ ଗୋରୀ ପକା ଗିଅର
ପାସ୍ୱାର୍ଡ ଖୋଲିଦେ ହାର୍ଟରୁ ତୋର
ଏଣ୍ଟ୍ରି କରିବି ଗୋରୀ ମନରେ ତୋର
ଦେଖା ହେଲେ କହୁଚୁ ହେଲ ହାଇ, ହେଲ ହାଇ
ପ୍ରପୋଜ କଲେ କହୁଚୁ ଗୁଡ଼ବାୟ, ଗୁଡ଼ବାୟ
ହୁଅ ନା ତୁ ଜମା ନଟି, ଲାଗିବନି ଜମା ଜିଏସଟି
ହୁଅ ନା ତୁ ଜମା ନଟି, ଲାଗିବନି ଜମା ଜିଏସଟି
ସବୁ ତୋ ପାଇଁ ଫ୍ରି, ମାଇଁ ଡିଅର ...
ପାସ୍ୱାର୍ଡ ଖୋଲିଦେ ହାର୍ଟରୁ ତୋର
ଏଣ୍ଟ୍ରି କରିବି ଗୋରୀ ମନରେ ତୋର
ନିଁଦିଆ ଗଇ ମେରା ଚୈନ ଗୟା
ତୋ ପାଇଁ ଗୋରୀ ମୁଁ ତ ହେଲି ବାଇଆ ହୋ ....
ନିଁଦିଆ ଗଇ ମେରା ଚୈନ ଗୟା
ତୋ ପାଇଁ ଗୋରୀ ମୁଁ ତ ହେଲି ବାଇଆ
ଦିଲ ହୁଏ ଧକ ଧକ, ମନ ହୁଏ ସକ ସକ
ଦିଲ ହୁଏ ଧକ ଧକ ଧକ, ମନ ହୁଏ ସକ ସକ ସକ
ତୁ ମୋର ହିରୋଇନ ଆଉ ମୁଁ ତୋ ହିରୋ ...
ପାସ୍ୱାର୍ଡ ଖୋଲିଦେ ହାର୍ଟରୁ ତୋର
ଏଣ୍ଟ୍ରି କରିବି ଗୋରୀ ମନରେ ତୋର ଏ ...
ପାସ୍ୱାର୍ଡ ଖୋଲିଦେ ହାର୍ଟରୁ ତୋର
ଏଣ୍ଟ୍ରି କରିବି ଗୋରୀ ମନରେ ତୋର
ଆଲୋ ମୋର ସ୍ଵିଟ ସିକ୍ସଟିନ, କର ନା ତୁ ଜମା ଆକଟିଂ
ଆଲୋ ମୋର ସ୍ଵିଟ ସିକ୍ସଟିନ, କର ନା ତୁ ଜମା ଆକଟିଂ
ପ୍ରେମ ବାଇକିରେ ଗୋରୀ ପକା ଗିଅର
ପାସ୍ୱାର୍ଡ ଖୋଲିଦେ ହାର୍ଟରୁ ତୋର
ଏଣ୍ଟ୍ରି କରିବି ଗୋରୀ ମନରେ ତୋର